ନୀରବତା
ନୀରବତା
********
ବିଶ୍ୱାସର ଅଭିଧାନରେ
ଶବ୍ଦର ସଙ୍କଟ ହେଲେ,
ପ୍ରେମର ବଳୟରେ
ପ୍ରତାରଣାର ସ୍ପର୍ଶ ପାଇଲେ,
ଯନ୍ତ୍ରଣାରେ ଛଟପଟ ଆତ୍ମାଟା
ସହିବାର ଧର୍ଯ୍ୟ ହରାଇଲେ,
ହୃଦୟର ଅକୁହା କଥା ସବୁ
ଆତ୍ମ ସମାଧି ନେଲେ,
ଏ କୋଳାହଳ ଉପତ୍ୟକାରେ
ନୀରବତାର ରାଜତ୍ୱ ଚାଲେ!
********
ବିଶ୍ୱାସର ଅଭିଧାନରେ
ଶବ୍ଦର ସଙ୍କଟ ହେଲେ,
ପ୍ରେମର ବଳୟରେ
ପ୍ରତାରଣାର ସ୍ପର୍ଶ ପାଇଲେ,
ଯନ୍ତ୍ରଣାରେ ଛଟପଟ ଆତ୍ମାଟା
ସହିବାର ଧର୍ଯ୍ୟ ହରାଇଲେ,
ହୃଦୟର ଅକୁହା କଥା ସବୁ
ଆତ୍ମ ସମାଧି ନେଲେ,
ଏ କୋଳାହଳ ଉପତ୍ୟକାରେ
ନୀରବତାର ରାଜତ୍ୱ ଚାଲେ!
Comments
Post a Comment