ପଖାଳ

 ପଖାଳ
******
ଏକ ଆନ୍ତରିକ ଅଭିବ୍ୟକ୍ତି
ମାଟି ସହିତ ବାନ୍ଧି ରଖିବାର
ଅଭେଦ୍ୟ ଶକ୍ତି,
ଓଡ଼ିଆ ଜନଜୀବନର
ଆଜୀବନ ସାଥି,
ସମସ୍ତ ଅସମତାର 
ଅକାଟ୍ୟ ପରିପନ୍ଥୀ,
ଯାହାର ବିଶେଷତ୍ୱରେ 
ଶବ୍ଦ ସବୁ ହାର ମାନନ୍ତି,
ତାହା ପାଇଁ ଏକ ଶବ୍ଦ
ବାଃ, କି ଆତ୍ମ ତୃପ୍ତି!!

Comments

Popular posts from this blog

କହିଦେ କାଳିଆ ଥରେ

ଚାଲ ଥରେ ଗାଁର ମଣିଷଟେ ହେବା - ୧

ଝଡ଼ ପରର ସକାଳ