ଅଯାଚିତ ଅପରାହ୍ନ
ଅଯାଚିତ ଅପରାହ୍ନ!
**************
ସମ୍ପର୍କର ସେତୁଟା
କେବଳ ସ୍ମାରକୀ ଟିଏ
ଯାହା ଅତ୍ୟନ୍ତ ଜୀର୍ଣ୍ଣସିର୍ଣ୍ଣ,
ମୋ ନିର୍ଲିପ୍ତ ବଳୟେ
ଅସଂଖ୍ୟ ବିଷାକ୍ତ
ପାଦ ଚିହ୍ନ,
ବୁଦ୍ଧ ହେବାର ଅଭିପ୍ସା
ଏକ ଭ୍ରାନ୍ତି ଓ ଦିବାସ୍ବପ୍ନ,
ଏ ସବୁ ନୀରବରେ
କହିଦେଲା ମୋତେ
ଏ ଅଯାଚିତ ଅପରାହ୍ନ!
**************
ସମ୍ପର୍କର ସେତୁଟା
କେବଳ ସ୍ମାରକୀ ଟିଏ
ଯାହା ଅତ୍ୟନ୍ତ ଜୀର୍ଣ୍ଣସିର୍ଣ୍ଣ,
ମୋ ନିର୍ଲିପ୍ତ ବଳୟେ
ଅସଂଖ୍ୟ ବିଷାକ୍ତ
ପାଦ ଚିହ୍ନ,
ବୁଦ୍ଧ ହେବାର ଅଭିପ୍ସା
ଏକ ଭ୍ରାନ୍ତି ଓ ଦିବାସ୍ବପ୍ନ,
ଏ ସବୁ ନୀରବରେ
କହିଦେଲା ମୋତେ
ଏ ଅଯାଚିତ ଅପରାହ୍ନ!
Comments
Post a Comment