ମୁଁ ଡ଼ଙ୍ଗା ଟିଏ

 ମୁଁ ଡ଼ଙ୍ଗା ଟିଏ
ହଜିଲା ଅତୀତର
ଅଧା ଭୁଲା ଐତିହ୍ୟର
ମୁକସାକୀ ଟିଏ,
ହୃତ ଗୌରବର
କିମ୍ବଦନ୍ତୀରୁ ଆତ୍ମ ସନ୍ତୋଷ
ଦେଉଥିବା ଅତି ପ୍ରିୟ
ଗଳ୍ପ ଟିଏ,
ବିଶ୍ୱାସରେ ଜଳୁଥିବା
କ୍ଷୀଣ ଦୀପଶିଖା ଟିଏ 
ଯାହା ଲିଭିଯିବାର
ନିଶ୍ଚିତ  ଭୟ ମଧ୍ୟରେ
ଡରି ଡରି ଜଳୁଥାଏ ଓ 
ଅହରହ ସମୟକୁ
ଫେରିବାକୁ କହୁଥାଏ!

Comments

Popular posts from this blog

କହିଦେ କାଳିଆ ଥରେ

ଚାଲ ଥରେ ଗାଁର ମଣିଷଟେ ହେବା - ୧

ଝଡ଼ ପରର ସକାଳ