ବାଜି ରାଉତ
ବାଜି ରାଉତ
**********
ଜୀବନ କ'ଣ
ବୁଝିବା ଆଗରୁ
ମୃତ୍ୟୁ କେମିତି
ସାଥି ହୋଇଗଲା,
ମୃତ୍ୟୁ କ'ଣ
ଜାଣିବା ପୂର୍ବରୁ
ଅମରତ୍ୱ ପ୍ରାପ୍ତି ହୋଇଥିଲା,
ବନ୍ଦୀର ଜୀବନ
ଦେଖିବା ପୂର୍ବରୁ
ମୁକ୍ତିର ଗୀତ ଗାଇଥିଲା,
ସାନ ଥିଲା ସିନା
ହେଲେ ବଳିଦାନ ତାକୁ
କାଳଜୟୀ କଲା !
**********
ଜୀବନ କ'ଣ
ବୁଝିବା ଆଗରୁ
ମୃତ୍ୟୁ କେମିତି
ସାଥି ହୋଇଗଲା,
ମୃତ୍ୟୁ କ'ଣ
ଜାଣିବା ପୂର୍ବରୁ
ଅମରତ୍ୱ ପ୍ରାପ୍ତି ହୋଇଥିଲା,
ବନ୍ଦୀର ଜୀବନ
ଦେଖିବା ପୂର୍ବରୁ
ମୁକ୍ତିର ଗୀତ ଗାଇଥିଲା,
ସାନ ଥିଲା ସିନା
ହେଲେ ବଳିଦାନ ତାକୁ
କାଳଜୟୀ କଲା !
Comments
Post a Comment